ପତଳା ପିଲାକୁ ଗୋଲୁ ମୋଲୁ କରିବାର ସହଜ ଉପାୟ | Baby Weight Gain Tips



ପିଲାର ଓଜନ ବଢ଼ାଇବା ପାଇଁ ମୁଁ କଣ କଣ ଖାଦ୍ୟ ଦେଉଛି ସେଥିକି ଏହି ଭିଡିଓରେ ସେୟାର କରିଛି। ଯଦି ଆପଣଙ୍କ ପିଲା ପତଳା ଅଛି କିମ୍ବା ଭଲ ଖାଉନାହିଁ, ତେବେ ଏହି ଭିଡିଓ ଆପଣଙ୍କ ପାଇଁ ଉପକାରୀ ହୋଇପାରେ।

👍 Like | Share | Subscribe

#BabyWeightGain #OdiaVlog #BabyFood #OdiaMom #ParentingTips #BabyCare #WeightGainFood

source

Previous article

48 COMMENTS

  1. ପୁଅ କୁ 12 ବର୍ଷ । ଛଣା ଛଣୀ ଖାଦ୍ୟ ଓ କୁରୁକୁରି ତାକୁ ଖାଇବାକୁ ଜିଦି କରୁଛି । ସେଥିପାଇଁ ତା ଦେହ ଦୁର୍ବଳ ହୋଇଛି । କେଉଁ Recipe ଦେଲେ ତା ଦେହ ସବଳ ହେବ ?

LEAVE A REPLY

Please enter your comment!
Please enter your name here

Related Articles